STORYMIRROR

ତୁମକୁ କିଏ...

“ ତୁମକୁ କିଏ କୁକୁର କହିଲେ ତୁମେ କୁକୁର ହୋଇଯିବନି କି ଭୋ ଭୋ କରିବନି , ମାତ୍ର ତା ସାଙ୍ଗ ରେ ଏଥି ପାଇଁ ଝଗଡା କଲେ ବା ରାଗିଲେ ନିଜର ନିଜତ୍ବ ହରାଇବ | ”

By Kamal Kumar Dash
 183