STORYMIRROR

ତୁମକୁ ଦେଖେ...

ତୁମକୁ ଦେଖେ ସେ ଜହ୍ନରାତ୍ରିର ସୁନେଲି ଜ୍ୟୋସ୍ନାରେ ଶରତର ସେ ପୁନେଇ ରାତିରେ ନିର୍ମଳ ଆକାଶର ଅଙ୍କିତ ଚିତ୍ରରେ ହେଲେ ତୁମେ ଲୁଚିଚାଲ ବାଦଲର୍ ଉହାଡରେ ଆଉ ମୁଁ ଖୋଜି ଚାଲେ ମୋ ମନ ପବନ ଘୋଡାରେ ଆଉ ଆମ ପ୍ରେମ ଚାଲିଥାଏ ତା ପ୍ରେମପଥରେ ।।

By Shibanand Banchhor
 208