STORYMIRROR
ତୁମେ...
ତୁମେ ଯେବେ ମନେପଡ
...
ତୁମେ ଯେବେ...
“
ତୁମେ ଯେବେ ମନେପଡ
ବେଳ ଅବେଳରେ
ଜହ୍ନ ଜୋଛନାରେ ଅବା
ତାରାଙ୍କ ମେଳରେ ,
ସପନ ଝୁଲିରେ କିବା
ସାଉଁଟା ସ୍ମୃତିରେ
ହୃଦୟଟା କୋରିହୁଏ
ସାଦା କାଗଜରେ..
"ମୋ ମାଆ"
🙏ପ୍ରଣତି ପଣ୍ଡା 🙏
”
339
More oriya quote from Pranati Panda
Download StoryMirror App