STORYMIRROR

ତୁମ ଆଲିଙ୍ଗନ...

“ ତୁମ ଆଲିଙ୍ଗନ ମୋ ହୃଦୟ ର ବଢ଼ାଏ ସ୍ପନ୍ଦନ, ଭୁଲିଯାଏ ମୁଁ ମୋର ପ୍ରତ୍ୟେକ ଥକାନ। ଏକ ନୂତନ ଜୀବନ ର ‌‌‌ହୁଏ ଆଗମନ,ସତେ ଯେପରି ପୁଲକିତ ହୋଇ ଉଠେ ମୋ ମନ ଉପବନ। ଶୁଭ ଆଲିଙ୍ଗନ ଦିବସ ରେ ତୁମକୁ ହାର୍ଦିକ ଅଭିନନ୍ଦନ। ”

By Anandapur Tv
 88