STORYMIRROR

ଅନେକ...

ଅନେକ ପ୍ରତୀକ୍ଷା ର ହୋଇଥାଏ ଅନ୍ତ, ଯେତେବେଳେ ମିଳିଯାଏ ତୁମର ପରଷ। ଦେଇଥାଅ କଣ୍ଟାର ଆଘାତ ତଥାପି ମନରେ ଥାଏ ଅନେକ ହରଷ।ଆସୁଥାଅ ତୁମେ ଏହିପରି ପ୍ରତି ବରଷ।ମହକି ଉଠୁ ଏ ଦୁନିଆରେ ପ୍ରେମ ର ସୁବାସ। ଶୁଭ ଗୋଲାପ ଦିବସ।

By Anandapur Tv
 104


More oriya quote from Anandapur Tv
0 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments

Similar oriya quote from Romance