STORYMIRROR

" ଟୋପାଏ ଲୁହ...

" ଟୋପାଏ ଲୁହ " " ସହି ପାରେନା ତୁମ ଆଖିର ଟୋପାଏ ଲୁହ, ଯାହା ମୋତେ ଭସାଇ ନିଏ ମଝି ସମୁଦକୁ ଭାରି କାନ୍ଦକାନ୍ଦ ଦିଶେ ଗାଁର ଦୃଶ୍ୟମାନ ପୃଥିବୀ ନଈପଠା ଓ ବିଲବାଡି । ବହି ଆସେ ପୂର୍ବାଳି ବାଆ ଝିପିଝିପି ବର୍ଷା ସାଥିରେ। ଜାଲରେ ପଡୁଥାନ୍ତି ଇଲିସି ତୁମ କାନ୍ଦ ବଦଳିଯାଏ ହସରେ, ହସରେ। ଡଙ୍ଗା ଭାସୁଥାଏ ନଈରେ। ମୁହାଣର ସୌନ୍ଦର୍ଯ୍ୟରେ ହଜୁଥାଅ ତୁମେ। "

By Upendra prasad Mahala
 137


More oriya quote from Upendra prasad Mahala
4 Likes   2 Comments
5 Likes   4 Comments
5 Likes   3 Comments
37 Likes   11 Comments
37 Likes   12 Comments