STORYMIRROR

ତମେ ଆଜିବି...

“ ତମେ ଆଜିବି ମୋ ସହ ସପିଂ ଯିବନି ନା! ମାନୁଛି ଆମେ ସ୍ତ୍ରୀ ମାନେ ଟିକେ Irrited କରୁ, ତୁମେ ପୁଅମାନେ କ'ଣ ଏମିତି ସବୁବେଳେ ବ୍ୟସ୍ତ ଥାଅ, ଆମ ପାଇଁଁ ଟିକେ ସମୟ ବାହାର କରି ପାରିବନି ଆମେ ତ କେବଳ ତମଠୁ ଟିକେ ସମୟ ଚାହୁଁ କେବଳ Wallet ଧରେଇଦେଲେ ହେଇଯାଏନି ”

By ପବିତ୍ର ବେହେରା , ସମ୍ବଲପୁର
 39


More oriya quote from ପବିତ୍ର ବେହେରା , ସମ୍ବଲପୁର
0 Likes   0 Comments
1 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments