@pbitr-beheraa-smblpur

Pabitra Behera
Literary Captain
90
Posts
22
Followers
6
Following

ସାହିତ୍ୟ ରେ ବଞ୍ଚିବା ସାହିତ୍ୟ ରେ ମରିବା

Share with friends

ତମେ ଆଜିବି ମୋ ସହ ସପିଂ ଯିବନି ନା! ମାନୁଛି ଆମେ ସ୍ତ୍ରୀ ମାନେ ଟିକେ Irrited କରୁ, ତୁମେ ପୁଅମାନେ କ'ଣ ଏମିତି ସବୁବେଳେ ବ୍ୟସ୍ତ ଥାଅ, ଆମ ପାଇଁଁ ଟିକେ ସମୟ ବାହାର କରି ପାରିବନି ଆମେ ତ କେବଳ ତମଠୁ ଟିକେ ସମୟ ଚାହୁଁ କେବଳ Wallet ଧରେଇଦେଲେ ହେଇଯାଏନି

ସେ ଦିନର କଥା ତୁ ମନେ ରଖିଛୁ ନା ବର୍ଷା ସରିଗଲା ପରେ କେମିତି ସେ ଗଛ ତଳେ ପତ୍ର ଉପରେ ସଜେଇ ହୋଇ ରହିଥିବା ବର୍ଷା ବିନ୍ଦୁକୁ ତୋ ଦେହରେ ମୁଁ ଛିଞ୍ଚି ଦେଉଥିଲି ❤️

ତୋ ପାଇଁ ମୁଁ କଥା କହିବା ବନ୍ଦ କରି ଦେଇଥିଲି କାରଣ ତୋତେ କଥା ଭଲ ଲାଗୁନଥିଲା ଏବେ ଏବେ ଜାଣିଲି ତୋତେ ଆଉ କାହା କଥା ଭଲ ଲାଗିଲାଣି କିନ୍ତୁ ମୁଁ ଆଜି ବହୁତ ଖୁସି କାରଣ ତୋତେ କଥା ଭଲ ଲାଗିଲାଣି @ପବିତ୍ର

ତୋ ପାଇଁ ମୁଁ କଥା କହିବା ବନ୍ଦ କରି ଦେଇଥିଲି କାରଣ ତୋତେ କଥା ଭଲ ଲାଗୁନଥିଲା ଏବେ ଏବେ ଜାଣିଲି ତୋତେ ଆଉ କାହା କଥା ଭଲ ଲାଗିଲାଣି କିନ୍ତୁ ମୁଁ ଆଜି ବହୁତ ଖୁସି କାରଣ ତୋତେ କଥା ଭଲ ଲାଗିଲାଣି @ପବିତ୍ର

love

ହସିବାକୁ ବିବେକ ଯେତେ କହିଲେ ବି ହୃଦୟ ହସି ପାରେନା କାହିଁକି ନା ହୃଦୟ ବି ଆଉ କାହା ପାଖରେ ବନ୍ଧା © ପବିତ୍ର ବେହେରା

" ଜୀବନ ଯାତ୍ରା ହୋଇପାରେ ଜଟିଳ କିନ୍ତୁ ଆମେ ପଥକୁ ସରଳ କରିପାରିବା "

" ଜୀବନର ପ୍ରତିଟି ମୂହୁର୍ତ୍ତ କୁ ଉପଭୋଗ କରିବା ସଦା ଆମର ଧର୍ମ "

ଦୟା ରୂପକ ସାଗରରେ ନିଜେ ବୁଡି ରହିବା ସଦା ଉଚିତ୍ ନୁହେଁ କେତେବେଳେ ବି ତାହାର ଖରାପ ଫାଇଦା ଲୋକ ଉଠାଇବେ


Feed

Library

Write

Notification
Profile