STORYMIRROR
ସେ...
ସେ ଦିନର କଥା ତୁ...
ସେ ଦିନର କଥା...
“
ସେ ଦିନର କଥା ତୁ ମନେ ରଖିଛୁ ନା
ବର୍ଷା ସରିଗଲା ପରେ କେମିତି ସେ ଗଛ ତଳେ ପତ୍ର ଉପରେ ସଜେଇ ହୋଇ ରହିଥିବା ବର୍ଷା ବିନ୍ଦୁକୁ ତୋ ଦେହରେ ମୁଁ ଛିଞ୍ଚି ଦେଉଥିଲି
❤️
”
12
More oriya quote from ପବିତ୍ର ବେହେରା , ସମ୍ବଲପୁର
Download StoryMirror App