STORYMIRROR
ସ୍ଵପ୍ନ ସବୁ ...
ସ୍ଵପ୍ନ ସବୁ ...
ସ୍ଵପ୍ନ ସବୁ ...
“
ସ୍ଵପ୍ନ ସବୁ ମରିଗଲା ପରେ
ବଞ୍ଚିବା କି ସହଜ !
ଖାଲି ଯାହା କୁହୁଲୁ ଥାଏ ହୃଦୟ
ଦରପୋଡା କାଠ ପରି
ନା ଜଳି ଅଙ୍ଗାର ହୁଏ
ନା ଲିଭି ଶାନ୍ତ ।
- ବିକେଶ
”
123
More oriya quote from Bikesh Sahu
Similar oriya quote from Romance
Download StoryMirror App