STORYMIRROR

ସ୍ମୃତି'ତ...

ସ୍ମୃତି'ତ ରହିବ ବଞ୍ଚିଥିବା ଯାଏଁ ହୃଦୟରେ ଚାପି ଧରି , ପୃଷ୍ଠା ଓଲେଟେଇ ପଢୁଥିବି ଖାଲି ମାତା ମମତାକୁ ସ୍ମରି .... ଆଉ ମୋ ମାଆ କି ଲେଉଟି ଆସିବ ଅଫେରା ରାଇଜୁ ଫେରି??😭 ପ୍ରଣତି ପଣ୍ଡା

By Pranati Panda
 340


More oriya quote from Pranati Panda
1 Likes   0 Comments
1 Likes   0 Comments
2 Likes   0 Comments
2 Likes   0 Comments
2 Likes   0 Comments