STORYMIRROR
ସଜନୀ...
ସଜନୀ ମୋର ଯାଇଛି...
ସଜନୀ ମୋର...
“
ସଜନୀ ମୋର ଯାଇଛି ରୁଷି
ଭଲେଣ୍ଟାଇନ ଡେ ରେ ଭାବୁଛି ବସି
ପ୍ରିୟତମା ମୋର ଭାରି ଫୁଲେଇ
କେମିତି ମୁଁ ତାକୁ ଦେବି ମନେଇ
ନୁହେଁ ଏ ଦ୍ୱାପର ନୁହେଁ ମୁଁ କୃଷ୍ଣ
କେମିତି ସହିବି ମୁଁ ଏତେ କଷ୍ଟ ।
”
52
More oriya quote from Saudamini Pattanaik
Similar oriya quote from Romance
Download StoryMirror App