STORYMIRROR

ସଜନୀ ମୋର...

“ ସଜନୀ ମୋର ଯାଇଛି ରୁଷି ଭଲେଣ୍ଟାଇନ ଡେ ରେ ଭାବୁଛି ବସି ପ୍ରିୟତମା ମୋର ଭାରି ଫୁଲେଇ କେମିତି ମୁଁ ତାକୁ ଦେବି ମନେଇ ନୁହେଁ ଏ ଦ୍ୱାପର ନୁହେଁ ମୁଁ କୃଷ୍ଣ କେମିତି ସହିବି ମୁଁ ଏତେ କଷ୍ଟ । ”

By Saudamini Pattanaik
 66