STORYMIRROR

ସିଏ ମୋ ସହିତ...

ସିଏ ମୋ ସହିତ ନାହିଁ ବୁଝୁଚ ନା ବୁଝିବାର କଥା କଣଅଛି ବୁଝୁଚ ନା ମୁଁ ମାଗିବି ଆଉ ମତେ ମିଳିଯିବ ସିଏ ଏତେ ଶସ୍ତା ନୁହେଁ କି ମୁଁ ତା ଯୋଗ୍ୟ ନୁହେଁ ବୁଝୁଚ ନା ମୁଁ ବାଦଲପରି କାହାର ହେବି ଶୂନ୍ୟରେ ଘୁରୁଥିବି ବୁଝୁଚ ନା ତୁମ ଖାଲି ହାତ ମତେ କାହିଁ ଦେଖଉଛ ଏଥିରେ ମୋ ହାତ ନାହିଁ ବୁଝୁଚ ନା @‍ଆଶୁତୋଷ

By Ashutosh Swain
 21


More oriya quote from Ashutosh Swain
2 Likes   0 Comments
8 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments