STORYMIRROR

ଶୂନ୍ୟ ଆକାଶର...

ଶୂନ୍ୟ ଆକାଶର ଭସା ବାଦଲରେ ଲେଖିଦେଲି ହୃଦ ଅକୁହା କଥା , ପଢ଼ିନେବ ଥରେ ନୀରବ ନୟନେ ଆପଣାର ଭାବି ମୋ ମନ ଗାଥା । 🌹ପ୍ରଣତି ପଣ୍ଡା 🌹

By Pranati Panda
 240


More oriya quote from Pranati Panda
1 Likes   0 Comments
1 Likes   0 Comments
2 Likes   0 Comments
2 Likes   0 Comments
2 Likes   0 Comments