STORYMIRROR

ଶୀତର ଅନୁଭବ...

“ ଶୀତର ଅନୁଭବ ମୁଁ ସେତେବେଳେ କରେ ଯେତେବେଳେ ତୁମେ ମୋ ପାଶେ ଥାଅ ଆଉ ସେ ହାଡଭଙ୍ଗା ଶୀତକୁ ବି ମୁଁ ଡରେନି କାରଣ ତୁମେ ମୋ ପାଶେ ଥାଅ ।। ”

By Lina Mohanty
 136