STORYMIRROR

ସେହି ଜୀବନଟି...

ସେହି ଜୀବନଟି ଅଟଇ ତ' ଧନ୍ୟ ଯା' ଲାଗି ଝୁରଇ ମାଟି ପବନ , ଏମିତି ଜୀବନ ଯା' ଭାଗ୍ୟ ଆକାଶ ଧନ୍ୟ ହେଲା ତା'ର ମାନବ ଜନ୍ମ " ସେ ମୋ' ମାଆ "💞 ,💐ପ୍ରଣତି ପଣ୍ଡା💐

By Pranati Panda
 223


More oriya quote from Pranati Panda
1 Likes   0 Comments
1 Likes   0 Comments
2 Likes   0 Comments
2 Likes   0 Comments
2 Likes   0 Comments