STORYMIRROR
ସ୍ବପ୍ନ ରାଇଜର...
ସ୍ବପ୍ନ ରାଇଜର...
ସ୍ବପ୍ନ...
“
ସ୍ବପ୍ନ ରାଇଜର ରାଜମାତା ଭଳି
ତତେ ମୁଁ ଦେଖଇ ଚନ୍ଦ୍ର ଉଆସେ ,
ତାରଙ୍କ ମେଳରେ ମୁରୁକି ହସି ତୁ'
ମିଶିଯାଉ ପୁଣି ମହା ଆକାଶେ..😢
" ମୋ ମାଆ "
💐 ପ୍ରଣତି ପଣ୍ଡା 💐
”
215
More oriya quote from Pranati Panda
Download StoryMirror App