STORYMIRROR
ସ୍ବାର୍ଥବାଦୀ...
ସ୍ବାର୍ଥବାଦୀ...
ସ୍ବାର୍ଥବାଦୀ...
“
ସ୍ବାର୍ଥବାଦୀ ବନ୍ଧୁ କେବେ କାହାର ନୋହିବ
ସବୁବେଳେ ସେ'ତ ନିଜ ସ୍ବାର୍ଥକୁ ଚାହିଁବ ।
ସ୍ବାର୍ଥ ଥିବା ଯାଏଁ ମଧୁ ବଚନ ବୋଲିବ ,
ସ୍ବାର୍ଥ ନ'ପଟିଲେ ବନ୍ଧୁ ମୁହଁ ମୋଡ଼ିଦେବ ।
💐ପ୍ରଣତି ପଣ୍ଡା 💐
”
254
More oriya quote from Pranati Panda
Download StoryMirror App