STORYMIRROR
ସାଥି ,ମୁଁ...
ସାଥି ,ମୁଁ...
ସାଥି ,ମୁଁ...
“
ସାଥି ,ମୁଁ ଫେରିଆସିଲି ଫଗୁଣର ଫରୁଆ ନେଇ
ଶ୍ରାବଣ ମଖେଇ ଥିବା ଇନ୍ଦ୍ରଧନୁ ର ସପ୍ତରଙ୍ଗ ଧରି
ବସନ୍ତ ଯାଚୁଥିବା ବଉଳ ଫୁଲ ର ମହକ ଛୁଇଁ
ଚାଲି ଆସିଲି ତୋ ପାଖକୁ ବାଦଲ ର ଚାନ୍ଦୁଆ ଟାଣି
”
77
More oriya quote from Rajashree Acharya
Similar oriya quote from Romance
Download StoryMirror App