STORYMIRROR
ସ୍ୱର୍ଣ୍...
ସ୍ୱର୍ଣ୍ଣାଭାମଣ୍ଡିତ...
ସ୍ୱର୍ଣ୍ଣାଭାମ...
“
ସ୍ୱର୍ଣ୍ଣାଭାମଣ୍ଡିତା ମାଆ,
ଚନ୍ଦ୍ରଘଣ୍ଟା ରୂପଧାରିଣୀ।
ଦଶଭୁଜା ଦୁର୍ଗେ, ଦୁର୍ଗତିନାଶିନୀ,
ଆଦ୍ୟାଶକ୍ତି ସ୍ୱରୂପିଣୀ।।
ଘଣ୍ଟନାଦେ ବିଦାରିଣୀ ଦୁଷ୍ଟଦଳ,
ଅଭୟବରଦାୟିନୀ।
କୃପାକଟାକ୍ଷେ କଲ୍ୟାଣ ବରଷ,
ହେ ଜଗଦ୍ଧାତ୍ରୀ ଭବାନୀ।।
Priyanka Panda
”
More oriya quote from Priyanka Panda
Download StoryMirror App