STORYMIRROR
ଲାଲିମାମୟୀ...
ଲାଲିମାମୟୀ...
ଲାଲିମାମୟୀ...
“
ଲାଲିମାମୟୀ ଶୈଳପୁତ୍ରୀ,
ତୁମେ ଆଦ୍ୟାଶକ୍ତିର ଜ୍ୟୋତି।
ଭକ୍ତିର ଅର୍ଘ୍ୟେ ପୂଜୁଛୁ ଜନନୀ,
ଚରଣେ ଅର୍ପୁ ଭକ୍ତି।।
ଅଧର୍ମ ବିନାଶି ଧର୍ମ ସଂସ୍ଥାପି,
ଜଗତେ ଭରିଦିଅ ଶକ୍ତି।
କରୁଣା କଟାକ୍ଷେ ଦୂର କର ଦୁଃଖ,
ପ୍ରଦାନ କର ସଦ୍ଗତି।।
Priyanka Panda
”
More oriya quote from Priyanka Panda
Download StoryMirror App