STORYMIRROR
ଧବଳ ଦୁକୂଳେ...
ଧବଳ ଦୁକୂଳେ...
ଧବଳ ଦୁକୂଳେ...
“
ଧବଳ ଦୁକୂଳେ ଶୋଭିତା ମାଆ,
ତପୋତେଜେ ତେଜସ୍ୱିନୀ।
ତ୍ୟାଗ ତପସ୍ୟା ସଂଯମ ମୂର୍ତ୍ତି,
ହେ ମାଆ ବ୍ରହ୍ମଚାରିଣୀ।।
ଭକ୍ତି ଓ ଶ୍ରଦ୍ଧା ହୃଦୟେ ଭରି,
ଦିଅ ସଦ୍ବୁଦ୍ଧି ଶକ୍ତିଦାୟିନୀ
କୃପାକଟାକ୍ଷେ କଲ୍ୟାଣ ବରଷ,
ହେ ଜଗତ୍ମାତା ତପସ୍ୱିନୀ।।
Priyanka Panda
”
More oriya quote from Priyanka Panda
Download StoryMirror App