STORYMIRROR

ରାଷ୍ଟ୍ରର...

ରାଷ୍ଟ୍ରର ପତାକା ରାଷ୍ଟ୍ରର ମର୍ଯ୍ୟାଦା ରାଷ୍ଟ୍ରର ମାଟି ପାଇଁ, ହେ ରାଷ୍ଟ୍ରନାୟକ ସଂଗ୍ରାମରତ ରାଷ୍ଟ୍ରର ହିତ ନେଇ, ମାନବ ସେବାହିଁ ମାଧବ ସେବା ହେଉ ତୁମର ବାଣୀ, ଯୁଗଯୁଗ ଧରି ପୂଜା ପାଉଅଛ ଜନତା ତୁମର ଋଣୀ l *ସୁକାନ୍ତି ହୋତା*

By Sukanti Hotta
 130


More oriya quote from Sukanti Hotta
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Inspirational