STORYMIRROR

ପ୍ରିୟତମା...

“ ପ୍ରିୟତମା ତୁମେ ସ୍ମିତ ହାସ୍ୟ ପ୍ରତ୍ୟୁଷ ମୁଁ ଝରା ଶେଫାଳି ର ବାସ୍ନା | ଛିଞ୍ଚି ଦିଅ ଥରେ ପ୍ରେମ ପ୍ରୀତିର କାକର ମେଣ୍ଟି ଯାଉ ହୃଦ ତୃଷ୍ଣା..... || -ପ୍ରସନ୍ନ କୁମାର ”

By Prasanna Kumar
 134