STORYMIRROR
ପ୍ରେମିକ...
ପ୍ରେମିକା: ସବୁ...
ପ୍ରେମିକା:...
“
ପ୍ରେମିକା: ସବୁ ସୁନ୍ଦରତ ତୁମ ଆଖିରେ ରହିଛି ମତେ
ଏତେଥର ଦେଖୁଛ କଣ ପାଇଁ?
ପ୍ରେମିକ:ମୁଁ ତୁମକୁ ଦେଖୁଛି କିଏ କହିଲା?
ମୁଁ ତୁମର ସେଇ ଆଖିକୁ ଦେଖୁଛି ଯୋଉ ଆଖି,
ମୋ ହୃଦୟର କଥାକୁ ପଢି ପାରୁଛି|
ସୁଶାନ୍ତ କୁମାର ପାତ୍ର
”
102
More oriya quote from Susanta kumar Patra
Similar oriya quote from Romance
Download StoryMirror App