STORYMIRROR
"ନଶ୍ଵର ଦେହରେ...
"ନଶ୍ଵର ଦେହରେ...
"ନଶ୍ଵର...
“
"ନଶ୍ଵର ଦେହରେ ଯୌବନ କୁସୁମ
ନୀରବେ ପଡ଼ଇ ଝରି,
ତୁମ ଗଲା ସ୍ମୃତି ମନେ ପଡ଼େ ଆଜି
ପ୍ରୀତିର କୁସୁମ ପରି ।"
@ଦିବ୍ୟ ରଞ୍ଜନ ସାହୁ
”
106
More oriya quote from ଦିବ୍ୟ ରଞ୍ଜନ ସାହୁ
Similar oriya quote from Tragedy
Download StoryMirror App