STORYMIRROR

"ମୋ ମନ...

"ମୋ ମନ ଦର୍ପଣେ ତୁମ ରୂପ କେମିତିକା, ମୋ ଆଖିରେ ଦେଖି କୁହ ପ୍ରେମ କେମିତିକା, କେବେ ଆସି ଖୋଜ ଥରେ ହୃଦୟରେ ମୋର, ଲୁହେ ଆଙ୍କିଥିବା ତୁମ ଚିତ୍ର କେମିତିକା ?" @ଦିବ୍ୟ ରଞ୍ଜନ ସାହୁ

By ଦିବ୍ୟ ରଞ୍ଜନ ସାହୁ
 173