STORYMIRROR

" ମୂଲ୍ୟବୋଧ...

" ମୂଲ୍ୟବୋଧ ବିନା ଯେକୌଣସି ସୂଚନା ଭିତ୍ତିକ କିମ୍ବା ମନୋରଞ୍ଜନ ଧର୍ମୀ ରଚନା କାଳର ପ୍ରବାହରେ ହଜିଯାଏ । କଳାତ୍ମକ ରୂପ ଓ ନୂଅ। ଚେତନାର ଧାରା ମାନ ବୃଦ୍ଧିକରେ । ଅ।ମେ ଘୃଣା କରୁଥିବା ପେଚାକୁ ଜଣେ କବି ପ୍ରେମିକା ସମ୍ବୋଧନ କରି ଲେଖିଥିବା କବିତା ଚୀନରେ ବୈପ୍ଳବିକ ପରିବର୍ତ୍ତନ ଅ।ଣିଥିଲା । ଭଗବାନଙ୍କ ସୃଷ୍ଟିରେ କେହି ଘୃଣ୍ୟ ନୁହନ୍ତି, କବିତାରେ ତାହା ବାର୍ତ୍ତା ଥିଲା । ଅବଶ୍ୟ ପ୍ରଥମେ କୌଣସି ନାମୀ ପ୍ରକାଶନ ସଂସ୍ଥା ଏହାକୁ ଛାପି ନ ଥିଲେ ।"

By Upendra prasad Mahala
 156


More oriya quote from Upendra prasad Mahala
4 Likes   2 Comments
5 Likes   4 Comments
5 Likes   3 Comments
37 Likes   11 Comments
37 Likes   12 Comments