Shop now in Amazon Great Indian Festival. Click here.
Shop now in Amazon Great Indian Festival. Click here.
ମୁଁ ସେଦିନ...

ମୁଁ ସେଦିନ ବି ନୀରବ ଥିଲି ଆଉ ଆଜିବି ନୀରବ ଅଛି , ଯଦି ବୁଝିପାରୁଥିବତ ଥରେ ଏ ମୋର ନୀରବତାକୁ ବୁୁୁଝିନିିିଅ..... ତୁମେ ତୁୁମ ସବୁ ପ୍ରଶ୍ନର ଉତ୍ତର ପାଇଯିବ । ସବୁ ପ୍ରଶ୍ନର ଉତ୍ତର ଥିବ ତାର ତାର କିଛି ମାନେ ନାହିଁ, କିଛି ପ୍ରଶ୍ନ ନିଜେ ହିଁ ନିଜର ଉତ୍ତର..... ଠିକ୍ ତୁମ ପରି

By Sabyasachee Pradhan
 354


More oriya quote from Sabyasachee Pradhan
18 Likes   0 Comments
30 Likes   0 Comments
15 Likes   0 Comments