STORYMIRROR

ମୁଁ ସେଦିନ...

ମୁଁ ସେଦିନ ବି ନୀରବ ଥିଲି ଆଉ ଆଜିବି ନୀରବ ଅଛି , ଯଦି ବୁଝିପାରୁଥିବତ ଥରେ ଏ ମୋର ନୀରବତାକୁ ବୁୁୁଝିନିିିଅ..... ତୁମେ ତୁୁମ ସବୁ ପ୍ରଶ୍ନର ଉତ୍ତର ପାଇଯିବ । ସବୁ ପ୍ରଶ୍ନର ଉତ୍ତର ଥିବ ତାର ତାର କିଛି ମାନେ ନାହିଁ, କିଛି ପ୍ରଶ୍ନ ନିଜେ ହିଁ ନିଜର ଉତ୍ତର..... ଠିକ୍ ତୁମ ପରି

By Sabyasachee Pradhan
 360


More oriya quote from Sabyasachee Pradhan
18 Likes   0 Comments
30 Likes   0 Comments
15 Likes   0 Comments