Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
ଅତୀତର...

ଅତୀତର ପାଦଚିହ୍ନ ବେଳେ ବେଳେ ଏମିତି ଅଲିଭା ହେଇ ଯାଏ ଯେ.. ହୃଦୟ ନାବିକ ସ୍ମୃତିର ତୀରରେ ଜୀବନ ନୌକାରେ ବସି ବାସ୍ ଜଣକୁ ହିଁ ଖୋଜି ଚାଲେ ପ୍ରତିଧ୍ବନିତ ପୁରୁଣା ପଥରେ । ସକାଳର ସୁନେଲି କିରଣବି ଗୋଧୂଳିର ବରଫ କାକର ପରି ପଲକରେ ତମ କ୍ଷୀଣ ଝଲକ ଜ୍ୟୋସ୍ନାର ବିଭୋରରେ ଚାନ୍ଦିନୀର ଡିମି ଡିମି ଆଲୁଅ ପାଲଟି ଯାଏ ।

By Sabyasachee Pradhan
 327


More oriya quote from Sabyasachee Pradhan
18 Likes   0 Comments
30 Likes   0 Comments
15 Likes   0 Comments