ଅତୀତର ପାଦଚିହ୍ନ ବେଳେ ବେଳେ ଏମିତି ଅଲିଭା ହେଇ ଯାଏ ଯେ.. ହୃଦୟ ନାବିକ ସ୍ମୃତିର ତୀରରେ ଜୀବନ ନୌକାରେ ବସି ବାସ୍ ଜଣକୁ ହିଁ ଖୋଜି ଚାଲେ ପ୍ରତିଧ୍ବନିତ ପୁରୁଣା ପଥରେ । ସକାଳର ସୁନେଲି କିରଣବି ଗୋଧୂଳିର ବରଫ କାକର ପରି ପଲକରେ ତମ କ୍ଷୀଣ ଝଲକ ଜ୍ୟୋସ୍ନାର ବିଭୋରରେ ଚାନ୍ଦିନୀର ଡିମି ଡିମି ଆଲୁଅ ପାଲଟି ଯାଏ ।
ମୁଁ ସେଦିନ ବି ନୀରବ ଥିଲି ଆଉ ଆଜିବି ନୀରବ ଅଛି , ଯଦି ବୁଝିପାରୁଥିବତ ଥରେ ଏ ମୋର ନୀରବତାକୁ ବୁୁୁଝିନିିିଅ..... ତୁମେ ତୁୁମ ସବୁ ପ୍ରଶ୍ନର ଉତ୍ତର ପାଇଯିବ । ସବୁ ପ୍ରଶ୍ନର ଉତ୍ତର ଥିବ ତାର ତାର କିଛି ମାନେ ନାହିଁ, କିଛି ପ୍ରଶ୍ନ ନିଜେ ହିଁ ନିଜର ଉତ୍ତର..... ଠିକ୍ ତୁମ ପରି