STORYMIRROR

ମୁଁ ନୀରବ...

ମୁଁ ନୀରବ ବେଳାଭୂମି ତୁ ଶବ୍ଦ ଭରା ସାଗର, ତୋ ଚିତ୍କାର ତାତ୍ସଲ୍ୟ କରେ ଅବସ୍ଥାକୁ ମୋର। ତଥାପି ମୁଁ ଚୁପ୍ ରହେ କିଛି କହେ ନାହିଁ, କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ମୋ ଅଭିମାନ ତୁ ବୁଝି ପାରିଲୁ ନାହିଁ।

By ସୁବ୍ରତ ପାତ୍ର
 68


More oriya quote from ସୁବ୍ରତ ପାତ୍ର
0 Likes   0 Comments
23 Likes   0 Comments
0 Likes   0 Comments
0 Likes   0 Comments
1 Likes   3 Comments