ସୁବ୍ରତ ପାତ୍ର
Literary Captain
16
ಪೋಸ್ಟ್\u200cಗಳು
6
ಅನುಯಾಯಿಗಳು
1
ಅನುಸರಿಸಲಾಗುತ್ತಿದೆ

ସଂସ୍କୃତି ମଧ୍ୟରେ ସାହିତ୍ୟର ଅନୁସନ୍ଧାନ ହିଁ ମୋ କାର୍ଯ୍ୟ।

ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ

ମୁଁ ନୀରବ ବେଳାଭୂମି ତୁ ଶବ୍ଦ ଭରା ସାଗର, ତୋ ଚିତ୍କାର ତାତ୍ସଲ୍ୟ କରେ ଅବସ୍ଥାକୁ ମୋର। ତଥାପି ମୁଁ ଚୁପ୍ ରହେ କିଛି କହେ ନାହିଁ, କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ମୋ ଅଭିମାନ ତୁ ବୁଝି ପାରିଲୁ ନାହିଁ।

ଏହି ରଙ୍ଗର ପର୍ବ ହୋଲି ଉତ୍ସବର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। ସୁବ୍ରତ

ସଂପର୍କ ଏମିତି ହେବା ଦରକାର ଯେଉଁଠି ସ୍ୱାର୍ଥ ନୁହେଁ, କେବଳ ଥିବ ନିଃସ୍ୱାର୍ଥପର ଭଲପାଇବା।

ଜୀବନରେ ବିଫଳ ହିଁ ସଫଳ ହେବାର ପଥ ପରିଷ୍କାର କରେ

ଇଚ୍ଛା ତ ବହୁତ ଥିଲା, ତୁମ ସହ ଆଉ କିଛି କ୍ଷଣ ବିତେଇବାକୁ କିନ୍ତୁ ଏ ଜୀବନରେ ଜଞ୍ଜାଳ ଅଧିକ। ନା ତୁମକୁ ସମୟ ଦେଇପାରୁଛି, ନା ଉପହାର କେବଳ ଆସ୍ବାଶନା ଛଡ଼ା ଅନ୍ୟ କିଛି ନୁହେଁ।

ସଫଳତା ପାଇବାର ଏକମାତ୍ର ଉପାୟ ପ୍ରୟାସ କରିବା। @ସୁବ୍ରତ ପାତ୍ର


ಫೀಡ್

ಲೈಬ್ರರಿ

ಬರೆಯಿರಿ

ಅಧಿಸೂಚನೆ
ಪ್ರೊಫೈಲ್