STORYMIRROR
ଇଚ୍ଛା ତ ବହୁତ...
ଇଚ୍ଛା ତ ବହୁତ...
ଇଚ୍ଛା ତ...
“
ଇଚ୍ଛା ତ ବହୁତ ଥିଲା,
ତୁମ ସହ ଆଉ କିଛି କ୍ଷଣ ବିତେଇବାକୁ
କିନ୍ତୁ ଏ ଜୀବନରେ ଜଞ୍ଜାଳ ଅଧିକ।
ନା ତୁମକୁ ସମୟ ଦେଇପାରୁଛି,
ନା ଉପହାର
କେବଳ ଆସ୍ବାଶନା ଛଡ଼ା ଅନ୍ୟ କିଛି ନୁହେଁ।
”
117
More oriya quote from ସୁବ୍ରତ ପାତ୍ର
Download StoryMirror App