STORYMIRROR
ମୁଁ କଣ...
ମୁଁ କଣ କହିବି ତା...
ମୁଁ କଣ...
“
ମୁଁ କଣ କହିବି ତା ବିଷୟରେ
କେତେ ନିକଟରେ ଥିଲା ସେ ମୋର
କେତେ ନିଜର ଭାବୁଥିଲା ମତେ
ମୋ ଭାବନା ବି ଶୁଭୁଥିଲା ତାକୁ
ଯିଏ ଦିନେ ମୋ ଆଖିରେ ଦେଖୁଥିଲା
ଏବେ ମତେ ଛାଡି ସବୁଦେଖାଯାଉଛି ତାକୁ॥
@ଆଶୁତୋଷ
”
16
More oriya quote from Ashutosh Swain
Download StoryMirror App