STORYMIRROR

ମୁଁ ଏକ...

“ ମୁଁ ଏକ ଯାଯାବର ଆଜି ହାରିଯାଇଛି ଦୁଃଖର ବଗିଚାରେ ବୁଲି ସୁଖ ଖୋଜୁଛି ସୁଖ ମିଳିବ ବୋଲି ଆସିଛି ସିନା ସୁଖର ଦିନ ମୋ ସରି ଯାଇଛି ମୁଁ ଯାଯାବର ଅବାଟରେ ଆଜି ହଜିଯାଇଛି ”

By Manojkumar Mahunta
 257


More oriya quote from Manojkumar Mahunta
20 Likes   0 Comments
21 Likes   0 Comments
25 Likes   0 Comments
30 Likes   0 Comments
18 Likes   0 Comments