Manojkumar Mahunta
Literary Captain
15
പോസ്റ്റ്സ്
0
ഫോളോവെർസ്
0
ഫോളോവിങ്

I'm Manojkumar and I love to read StoryMirror contents.

കൂട്ടുകാരുമായി പങ്കുവെക്കുക
Earned badges
See all

ପ୍ରକୃତରେ ଦୁନିଆରେ ସେହି ଲୋକଖୁସିଥାଏ ଯେ ନିଜେ ଦୁଃଖରେ 😥 ଥାଇ ମଧ୍ୟ ଅନ୍ୟଙ୍କୁ କୁହେ ହଁମୁଁ ଭଲରେ ଅଛି ଆଉ ଖୁସିରେ ଅଛି

⏲️ସମୟ⏲️ ଖେଳୁଛି ସମୟ ଏମିତି ଖେଳ ଆସିଛି ମୋର ଏମିତି ବେଳ କାଳବୈଶାଖୀ ମୋ ଜୀବନେ ଆସି ଉଡାଇନେଲା ଖୁସିର ବେଳେ

ଜୀବନରେ ଶତ୍ରୁତ ଥାନ୍ତି ସତ ହେଲେ ନଜସହ ସମ୍ପର୍କ ଯେଡିଥିବା ଲୋକ ଏତେ ଶୀଘ୍ର ଶତ୍ରୁ ହୋଇଯାଆନ୍ତି ତାହା ଜଣା ପଡେନାହିଁ Manoj Kumar Mahunta

ମଣିଷ ଖେଳୁଛି ଆଜି ମଣିଷ ସାଥିରେ ବିଶ୍ୱାସ ଅବିଶ୍ବାସ ର ହୋଲି ନିଜର ଅସୁବିଧା ଥିଲେ ହାତ ଧରି ସାହାଯ୍ୟ ମାଗିବେ ଓ ସେ ଅସୁବିଧା ରୁ ଯେବେ ଓହରି ଆସିବେ ସେତେବେଳେ ସାହାଯ୍ୟ କରିଥିବାର ଲୋକର ଥଣ୍ଟି ଚିପିବା ପାଇଁ ମଧ୍ୟ ପଛେଇ ବେ ନାହିଁ କଣ କରିବ ମଣିଷ ଉପରେ ଭରସା ବିଶ୍ୱାସ ମଣିଷ ସାଜିଛି ଏଠି ମୁଦ୍ରା ରାକ୍ଷସ

ମୁଁ ଏକ ଯାଯାବର ଆଜି ହାରିଯାଇଛି ଦୁଃଖର ବଗିଚାରେ ବୁଲି ସୁଖ ଖୋଜୁଛି ସୁଖ ମିଳିବ ବୋଲି ଆସିଛି ସିନା ସୁଖର ଦିନ ମୋ ସରି ଯାଇଛି ମୁଁ ଯାଯାବର ଅବାଟରେ ଆଜି ହଜିଯାଇଛି

ମା ମମତା ମୟୀ ନଦୀର ଧାର ମା ସ୍ନେହ ମୟୀ ଆମ୍ବୃତ ଭଣ୍ଡାର ମା ବିନା ସନ୍ତାନ ବଞ୍ଚି କି ପାରିବ ଦୁନିଆଁରେ ମା ସବୁଠୁଁ ନିଜର

मां जैसे दुनिया में कोई नहीं मां अपने संतान के लिए माही होता है जब उनका संतन पर कोई खर्च आएगा तब देखिए मां के अंदर में 100 शेर की ताकत आता है वह होता है मां


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ