STORYMIRROR

ମଣିଷ ଖେଳୁଛି...

“ ମଣିଷ ଖେଳୁଛି ଆଜି ମଣିଷ ସାଥିରେ ବିଶ୍ୱାସ ଅବିଶ୍ବାସ ର ହୋଲି ନିଜର ଅସୁବିଧା ଥିଲେ ହାତ ଧରି ସାହାଯ୍ୟ ମାଗିବେ ଓ ସେ ଅସୁବିଧା ରୁ ଯେବେ ଓହରି ଆସିବେ ସେତେବେଳେ ସାହାଯ୍ୟ କରିଥିବାର ଲୋକର ଥଣ୍ଟି ଚିପିବା ପାଇଁ ମଧ୍ୟ ପଛେଇ ବେ ନାହିଁ କଣ କରିବ ମଣିଷ ଉପରେ ଭରସା ବିଶ୍ୱାସ ମଣିଷ ସାଜିଛି ଏଠି ମୁଦ୍ରା ରାକ୍ଷସ ”

By Manojkumar Mahunta
 225


More oriya quote from Manojkumar Mahunta
20 Likes   0 Comments
21 Likes   0 Comments
25 Likes   0 Comments
30 Likes   0 Comments
18 Likes   0 Comments