STORYMIRROR
ମୁଁ...
ମୁଁ ବହୁତ ହସେଇ...
ମୁଁ ବହୁତ...
“
ମୁଁ ବହୁତ ହସେଇ ଥିଲି
ଆଉ ତୁମେ ବହୁତ ହସିଥିଲ ,
ତୁମେ ବହୁତ କନ୍ଦେଇଲ
ଆଉ ମୁଁ ବହୁତ କାନ୍ଦିଲି ।
ଏବେ ଏ ଆଖିରେ
ଲୁହ ନାହିଁ ଝରିବା ପାଇଁ,
ଆଉ ହସିବାର, ହସେଇବାର ପଥ ମୁଁ ଭୁଲି ଯାଇଛି ।
💔
ପ୍ରଣତି ପଣ୍ଡା
”
201
More oriya quote from Pranati Panda
Download StoryMirror App