STORYMIRROR

ମତେ ଉଦାସ...

ମତେ ଉଦାସ କରିଯାଇଛୁ ଖୁସିରହ ମୋର ସବୁ କାହାଣୀପଢିଯାଇଛୁ ଖୁସିରହ ମୋପାଇଁ ଅପେକ୍ଷା ନକଲେ କଣ ଅଛି ଯଉଠି ଅଟକିଯାଇଛୁ ଖୁସିରହ ସହରରେ ଆଉ ବି ଲୋକ ଥିଲେ ମତେ ବାଛିଥିବାରୁ ଖୁସିରହ କାହା ପାଇଁ ଜୀବନ ଦେ ତୋ ପାଇଁ ମରିଯାଇଥିବାରୁ ଖୁସିରହ॥ @ଆଶୁତୋଷ

By Ashutosh Swain
 37


More oriya quote from Ashutosh Swain
2 Likes   0 Comments
8 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments