STORYMIRROR

" ମରୁଦ୍ୟାନ...

" ମରୁଦ୍ୟାନ " "ଓଟ ପିଠିରେ କୁଜ ଭଳି ବସ୍ତୁବାଦୀ ଚେତନାର ବୋଝ ବୋହି ଚାଲୁଥିବା ମଣିଷ ଜାଣିନି କେବେଠୁ ପହଞ୍ଚି  ସାରିଛି ମରୁଭୂଇଁ ସୀମାରେ  ଆଗରେ ଖାଲି ବାଲି ସମୁଦ୍ର । ପ୍ରେମିକାକୁ ପଚାରିଲି ମରୁଦ୍ୟାନ ଏଠୁ କେତେ ଦୂର, ଉତ୍ତର ପାଇଲିନି। ମରୁଭୂମି କହିଲା, ଅ।ସ ମୁଁ ତୁମର ନୂଅ। ପ୍ରେମିକା ଦେଖେଇଦେବି ମରୁଦ୍ୟାନ, ଯାହାକୁ ଖୋଜୁଛ ।"

By Upendra prasad Mahala
 113


More oriya quote from Upendra prasad Mahala
4 Likes   2 Comments
5 Likes   4 Comments
5 Likes   3 Comments
37 Likes   11 Comments
37 Likes   12 Comments