STORYMIRROR

ମୋ ପରିଚୟ...

“ ମୋ ପରିଚୟ ଭୁଲିବାକୁ କୁହାଯାଉଛି ସହର ଛାଡିବାକୁ କୁହାଯାଉଛି ପତ୍ରଝଡେଇ ଦେଉଛି ବିଷାକ୍ତପବନ ମୋତେ ଗଛ ଲଗେଇବାକୁ କୁହାଯାଉଛି ମୋର ଗୋଡର ହାଡ ଭାଙ୍ଗିଯାଇଛି ଗଛରେ ଚଢେଇ ସିଡି କାଢିଦିଆଯାଉଛି॥ @ଆଶୁତୋଷ ”

By Ashutosh Swain
 32


More oriya quote from Ashutosh Swain
2 Likes   0 Comments
8 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments