STORYMIRROR
ମୋ ଦିଦି ନାକ...
ମୋ ଦିଦି ନାକ...
ମୋ ଦିଦି ନାକ...
“
ମୋ ଦିଦି ନାକ କାନ୍ଦୁରି,
ମୋ ପ୍ରତି ଶରଧା ଭାରି l
ପୁରିଲା ଆଜିକୁ ପଚିଶି ବରଷ,
ହେଲେବି ଏବେସେ ଛୁଆଙ୍କ ପରି l
ସିଏ ହେଲେ ସୁର୍ପଣଖା ,
ରାବଣ ମୁଁ ତା ପାଇଁ ହେବି l
ମୋ ପାଇଁ କଲେ ସୁନାର ମହଲ,
ସେଠି ରୁମଟିଏ ତାକୁ ଦେବି l
ଗୁହାରି କରେ ହେ ଠାକୁର,
ତାକୁ ଲମ୍ବା ଆୟୁଷ
ଓ ମୋ ଦେହେ
ତା' ଚିମୁଟା ରାମ୍ପୁଡା ସହିବାର ବଳ ଦିଅ l
”
239
More oriya quote from Badal Nanda
Download StoryMirror App