Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.
ମୋ ଦିଦି ନାକ...

ମୋ ଦିଦି ନାକ କାନ୍ଦୁରି, ମୋ ପ୍ରତି ଶରଧା ଭାରି l ପୁରିଲା ଆଜିକୁ ପଚିଶି ବରଷ, ହେଲେବି ଏବେସେ ଛୁଆଙ୍କ ପରି l ସିଏ ହେଲେ ସୁର୍ପଣଖା , ରାବଣ ମୁଁ ତା ପାଇଁ ହେବି l ମୋ ପାଇଁ କଲେ ସୁନାର ମହଲ, ସେଠି ରୁମଟିଏ ତାକୁ ଦେବି l ଗୁହାରି କରେ ହେ ଠାକୁର, ତାକୁ ଲମ୍ବା ଆୟୁଷ ଓ ମୋ ଦେହେ ତା' ଚିମୁଟା ରାମ୍ପୁଡା ସହିବାର ବଳ ଦିଅ l

By Badal Nanda
 227


More oriya quote from Badal Nanda
18 Likes   0 Comments
21 Likes   0 Comments