Badal Nanda
Literary Captain
19
Posts
3
Followers
11
Following

ସମ୍ପାଦକ " କବିତା ରାଣୀ "ଇ. ମାଗାଜିନ

Share with friends
Earned badges
See all

संसार में चाहे जितने फूल भी क्यों ना हो, प्यार करने वाले सिर्फ गुलाब को चुनते है l बस्तु जितने अमोल भी क्यों ना हो लेखक सदा कोरा कागज को ही चुनते है ll बादल कबि 1

सहर में जब दाल और चावल की कमी होताहै तब गाऊँ की यात आती है, जब बाजु बाले घर के खिड़कीसे खानेकी खुसबू आताहै तब माँ की याद आती है l

ମୋ ଦିଦି ନାକ କାନ୍ଦୁରି, ମୋ ପ୍ରତି ଶରଧା ଭାରି l ପୁରିଲା ଆଜିକୁ ପଚିଶି ବରଷ, ହେଲେବି ଏବେସେ ଛୁଆଙ୍କ ପରି l ସିଏ ହେଲେ ସୁର୍ପଣଖା , ରାବଣ ମୁଁ ତା ପାଇଁ ହେବି l ମୋ ପାଇଁ କଲେ ସୁନାର ମହଲ, ସେଠି ରୁମଟିଏ ତାକୁ ଦେବି l ଗୁହାରି କରେ ହେ ଠାକୁର, ତାକୁ ଲମ୍ବା ଆୟୁଷ ଓ ମୋ ଦେହେ ତା' ଚିମୁଟା ରାମ୍ପୁଡା ସହିବାର ବଳ ଦିଅ l

ଚାଲିନ ଜାଣଇ  ବନ୍ଧୁର ପଥ ପାଦ ହୁଏ ମୋର ବିନ୍ଧା, କାହିଁ ଗଲ ବନ୍ଧୁ ପଥ ବହୁ ଦୂର ତୁମ ବିନା ମୁହିଁ ଅଧା l ଝୁଣ୍ଟି ପଡି କେତେ କ୍ଷତ ମୁଁ ପାଇଛି ସହିଛି ସବୁ ଏକାକୀ, ଅନୁଭବେ ସଦା ମିଳ ତୁମେ ସଖା  ଦର୍ଶନ ଖାଲି ବାକି l ବାଦଲ ନନ୍ଦ ଓଡିଶା


Feed

Library

Write

Notification
Profile