STORYMIRROR
ଚାଲିନ ଜାଣଇ ...
ଚାଲିନ ଜାଣଇ ...
ଚାଲିନ ଜାଣଇ ...
“
ଚାଲିନ ଜାଣଇ ବନ୍ଧୁର ପଥ
ପାଦ ହୁଏ ମୋର ବିନ୍ଧା,
କାହିଁ ଗଲ ବନ୍ଧୁ ପଥ ବହୁ ଦୂର
ତୁମ ବିନା ମୁହିଁ ଅଧା l
ଝୁଣ୍ଟି ପଡି କେତେ କ୍ଷତ ମୁଁ ପାଇଛି
ସହିଛି ସବୁ ଏକାକୀ,
ଅନୁଭବେ ସଦା ମିଳ ତୁମେ ସଖା
ଦର୍ଶନ ଖାଲି ବାକି l
ବାଦଲ ନନ୍ଦ
ଓଡିଶା
”
234
More oriya quote from Badal Nanda
Download StoryMirror App