Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.
ଚାଲିନ ଜାଣଇ ...

ଚାଲିନ ଜାଣଇ  ବନ୍ଧୁର ପଥ ପାଦ ହୁଏ ମୋର ବିନ୍ଧା, କାହିଁ ଗଲ ବନ୍ଧୁ ପଥ ବହୁ ଦୂର ତୁମ ବିନା ମୁହିଁ ଅଧା l ଝୁଣ୍ଟି ପଡି କେତେ କ୍ଷତ ମୁଁ ପାଇଛି ସହିଛି ସବୁ ଏକାକୀ, ଅନୁଭବେ ସଦା ମିଳ ତୁମେ ସଖା  ଦର୍ଶନ ଖାଲି ବାକି l ବାଦଲ ନନ୍ଦ ଓଡିଶା

By Badal Nanda
 219


More oriya quote from Badal Nanda
18 Likes   0 Comments
21 Likes   0 Comments