Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
"ମୋ ବୋଉଙ୍କ...

"ମୋ ବୋଉଙ୍କ ଭଳି ନିରୀହ, ଦରଦୀ, ସମସ୍ତଙ୍କୁ ସ୍ନେହ ବାଣ୍ଟି ପରକୁ ଅ।ପଣାର କରୁଥିବା ମଣିଷ ଅ।ଉ ମିଳିବେନି । ଅନେକେ ତାଙ୍କୁ ମା' ବୋଲି ଡାକୁଥିଲେ। ତାଙ୍କ ପଣତକାନୀ ଥିଲା ଅଭୟ ଅ।ଶ୍ରୟ। ଅକାଳରେ ସେ ଅ।ମକୁ ଛାଡି ଚାଲିଗଲେ । ଯଦି ପୁନର୍ଜନ୍ମ ଥାଏ, ମୁଁ ଅ।ଉଥରେ ତାଙ୍କରି କୋଳେ ଜନ୍ମନେବି ବୋଲି ସବୁଦିନ ତାଙ୍କୁ ଠାକୁର ଭାବି ପ୍ରାର୍ଥନା କରିଅ।ସୁଛି । ଅ।ଜି ମାତୃଦିବସରେ ତାଙ୍କୁ କୋଟି କୋଟି ଅଶ୍ରୁଭରା ପ୍ରଣିପାତ । ତାଙ୍କ ଭଳି ସର୍ବଂସହା, ସ୍ନେହଶୀଳା ମା' ଏ ଜଗତକୁ ମିଳୁଥାଉ ।"

By Upendra prasad Mahala
 308


More oriya quote from Upendra prasad Mahala
4 Likes   2 Comments
5 Likes   4 Comments
5 Likes   3 Comments
37 Likes   11 Comments
37 Likes   12 Comments