STORYMIRROR
ମଣିଷ...
ମଣିଷ ସବୁବେଳେ...
ମଣିଷ...
“
ମଣିଷ ସବୁବେଳେ ସମୟର ଦାସ। ମଣିଷ କେବେ ବଳବାନ ନୁହେଁ ସମୟ ସବୁବେଳେ ବଳବାନ। ସମୟ ଏପରି ଆସେ ଯେ ମାଟି ଧରିଲେ ସୁନା ହୋଇଯାଏ ଓ ସେହି ସମୟରେ ଯେଉଁ କାମ କଲେ ତାହାର ସୁଫଳ ମିଳେ। ପୁଣି ସେହି ସମୟ କେତେବେଳେ ଏପରି ହୋଇଯାଏ ଯେ ସୁନା ଧରିଲେ ମାଟି ହୋଇଯାଏ ଓ ବିରାଟ ଧନୀକୁ ସାମାନ୍ୟ ଭିକାରୀଟିଏ ସଜାଇ ଦିଏ।
ତେଣୁ କୌଣସି ସମୟରେ ନିଜକୁ ଗର୍ବ ନକରି ସବୁ "ସମୟର ଖେଳ" ବୋଲି ନିଜ କର୍ତ୍ତବ୍ୟ ରେ ଆଗେଇଯିବା ଉଚିତ।
ବିଶ୍ୱ ରଞ୍ଜନ ମହାନ୍ତି ଜଗତସିଂହପୁର
”
273
More oriya quote from Biswaranjan Mohanty
Download StoryMirror App