STORYMIRROR
କାହା...
କାହା ଉପରେ ଯଦି...
କାହା ଉପରେ...
“
କାହା ଉପରେ ଯଦି ରାଗ ଅଭିମାନ କର, କିନ୍ତୁ କଥାବାର୍ତ୍ତା କେବେ ବନ୍ଦ କର ନାହିଁ, କାରଣ କଥାବାର୍ତ୍ତା ବନ୍ଦ ହୋଇଗଲେ ସମାଧାନର ସବୁ ବାଟ ବନ୍ଦ ହୋଇ ଯାଇଥାଏ। ସବୁବେଳେ ହସ ହସ ମୁହଁରେ କଥାବାର୍ତ୍ତା ହେଲେ ତାହା ଶତ୍ରୁ ଙ୍କୁ ବି ମିତ୍ର କରିଦିଏ।
ବିଶ୍ୱ ରଞ୍ଜନ ମହାନ୍ତି ଜଗତସିଂହପୁର
”
180
More oriya quote from Biswaranjan Mohanty
Download StoryMirror App