STORYMIRROR

ଜୀବନରେ...

“ ଜୀବନରେ ଯଦି ଯାହାକୁ ଅଧିକ ଭଲ ପାଇବ ସେ ତୁମକୁ ଅଧିକ ଅବହେଳା କରିବ। ସେ ପ୍ରେମିକ, ପ୍ରେମିକା ହୁଅନ୍ତୁ କି ବନ୍ଧୁ। ତୁମ ଠାରୁ ଅଧିକ ଯୋଗ୍ୟ ଯଦି ତାଙ୍କୁ ମିଳିଯାଏ ତେବେ ସେ ତୁମକୁ ପ୍ରତାରଣା କରି ଓ ଧୋକା ଦେଇ ଚାଲିଯିବ। ତେଣୁ କେବଳ ବାପା ଓ 'ମା' କୁ ହିଁ ଅଧିକ ଭଲ ପାଅ । କାରଣ ଏହି ଭଲପାଇବାରେ କେବେ ବି ଧୋକା କି ପ୍ରତାରଣା ନଥାଏ । ଆଉ "ବାପା" "ମା" ର ସ୍ନେହ ଅନ୍ୟ କେଉଁଠି ବି ମିଳି ନଥାଏ। ବିଶ୍ୱ ରଞ୍ଜନ ମହାନ୍ତି ଜଗତସିଂହପୁର ”

By Biswaranjan Mohanty
 263


More oriya quote from Biswaranjan Mohanty
20 Likes   0 Comments
28 Likes   0 Comments
14 Likes   0 Comments
10 Likes   0 Comments
24 Likes   0 Comments